Anti terror mock exercise: ପୁରୀରେ ଆଣ୍ଟି-ଟେରୋର ମକ୍ ଡ୍ରିଲ୍

Anti terror mock exercise: ଅଗ୍ନିଶମ ବାହିନୀ ଆସି ରେଳୱେ ଷ୍ଟେସନରେ ଲାଗିଥିବା ନିଆଁକୁ ଆୟତ କରିଥିଲେ। ଓଡରାଫ ଟିମ୍ ଆସି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ତେବେ ଏହି ମକ ଡ୍ରିଲ ଯୋଗୁ ଆତଙ୍କବାଦୀ ଆକ୍ରମଣରେ କିଭଳି ମୁକାବିଲା କରିହେବ ସେ ନେଇ ପ୍ରସ୍ତୁତି ହୋଇଥିବା ଆର ପି ଏଫ୍ ଓ ଜିଆରପୀ ଅଧିକାରୀ କହିଛନ୍ତି।

Anti terror mock exercise: ପୁରୀରେ ଆଣ୍ଟି-ଟେରୋର ମକ୍ ଡ୍ରିଲ୍

About the Author