Odisha News: ଆଜି ପୋଲିସ କମିସନର କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ଭୁବନେଶ୍ଵର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରି କଂଗ୍ରେସ ଆଜି ପୋଲିସ କମିଶନରେଟ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସୂଚନା ରହିଛି। ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ମବଲିଂଚିଂ ଭଳି ଅମାନବୀୟ ଘଟଣା ଘଟିଥିବା ବେଳେ ଏହାକୁ କଡ଼ା ନିନ୍ଦା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତ

Odisha News: ଆଜି ପୋଲିସ କମିସନର କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

About the Author