Train Cancel: ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ବାତିଲ୍‌ ହେଲା ୨ଟି ଟ୍ରେନ୍‌

ବିଶାଖାପାଟଣା-କିରଣ୍ଡୁଲ ନାଇଟ୍‌ ଏକ୍ସପ୍ରେସ ଆଜି ପାଇଁ ବାତିଲ ହୋଇଥିବା ସୂଚନା ମିଳିଛି । ସେହିପରି କିରଣ୍ଡୁଲ-ବିଶାଖାପାଟଣା ନାଇଟ୍‌ ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି । ଏ ସମ୍ପର୍କରେ ୱାଲ୍‌ଟିୟର ରେଲ୍‌ ଡିଭିଜନ୍‌ ପକ୍ଷରୁ ସୂଚନା ଜାରି କରାଯାଇଛି ।

Train Cancel: ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ବାତିଲ୍‌ ହେଲା ୨ଟି ଟ୍ରେନ୍‌

About the Author