Bihar Free Electricity: ୧ ଅଗଷ୍ଟରୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଦ୍ୟୁତ୍, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Bihar Free Electricity: ୧ ଅଗଷ୍ଟ ୨୦୨୫ ରୁ ପ୍ରତି ମାସରେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ସୁବିଧା କେବଳ ଚଳିତ ଜୁଲାଇ ମାସର ବିଦ୍ୟୁତ୍ ବିଲ୍ ରେ ଲାଗୁ ହେବ ଏବଂ ରାଜ୍ୟର ୧ କୋଟି ୬୭ ଲକ୍ଷ ପରିବାର ଏହା ଦ୍ୱାରା ସିଧାସଳଖ ଲାଭ ପାଇବେ।

Bihar Free Electricity: ୧ ଅଗଷ୍ଟରୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଦ୍ୟୁତ୍, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
Image Credit: ୧ ଅଗଷ୍ଟରୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଦ୍ୟୁତ୍

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More