)
Chilika Bird Census: ଜାନୁଆରୀ ୧୮ ତାରିଖରୁ ଚିଲିକାରେ ଆରମ୍ଭ ହେବାକୁ ଯାଉଛି ପକ୍ଷୀ ଗଣନା । ମୋଟ ୨୨ଟି ଟିମ୍ ୫ଟି ରେଞ୍ଜରେ ପକ୍ଷୀ ଗଣନା କରିବେ ବୋଲି ସୂଚନା ମିଳିଛି । ବାଲୁଗାଁ ସମେତ ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ା ଅଞ୍ଚଳରେ ପକ୍ଷୀ ଗଣନା କରାଯିବ ।
ସେହିପରି ଜାନୁଆରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଡଲଫିନ୍ ଗଣନା କରାଯିବ । ୧୮ଟି ଟିମ୍ରେ ମୋଟ ୯୦ ଜଣ ସଦସ୍ୟ ବାଲୁଗାଁ ଓ ସାତପଡ଼ା ଅଞ୍ଚଳରେ ଗଣନା କରିବେ ବୋଲି ଜଣାପଡିଛି ।