Debasish Samantray: ଶ୍ରୀମୟୀଙ୍କ ସପକ୍ଷରେ ଦେବାଶୀଷ: କହିଲେ ଦଳ ତାଙ୍କୁ ଦେଇଛି ଅନେକ ନିର୍ଯାତନା

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ଅନେକ ନିର୍ଯାତନା ଦେଇଛି। ତାଙ୍କୁ ପ୍ରାର୍ଥୀ କରିବାକୁ କହି ତାଙ୍କଠୁ ଟିକଟ ଛଡ଼ାଇ ନେଇଛି। ସେ କ’ଣ ପାଇଁ କହୁଛନ୍ତି ତାହାକୁ ବୁଝିବାକୁ ଚେଷ୍ଟା କରିବା ବଦଳରେ ଚର୍ଚ୍ଚା କରିବା ଉଚିତ ନୁହେଁ। ବରଂ ସେ ଯାହା କହୁଛନ୍ତି ଠିକ୍‍ କହୁଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ଦେବାଶୀଷ ସାମନ୍

Debasish Samantray: ଶ୍ରୀମୟୀଙ୍କ ସପକ୍ଷରେ ଦେବାଶୀଷ: କହିଲେ ଦଳ ତାଙ୍କୁ ଦେଇଛି ଅନେକ ନିର୍ଯାତନା

About the Author