Raja Chakra: ରାଜାଚକ୍ରଙ୍କର ପୁଣି ବଢ଼ିଲା ଅଡ଼ୁଆ

Raja Chakra: ଆଜି ଏମାନଙ୍କୁ କଡା ସୁରକ୍ଷା ମଧ୍ୟରେ କେନ୍ଦୁଝର SDJM କୋଟ ରେ ହାଜର କରାଯାଇଥିଲା । ଏହି କେଶ ମଧ୍ୟରେ ରାଜାଙ୍କର ୨ଟି ଓ ତାଙ୍କ ସହଯୋଗୀଙ୍କ ଗୋଟିଏ ; ସମୁଦାୟ ୩ଟି କେସ୍ ଥିଲା । ସେଥିମଧ୍ୟରୁ GR କେସ୍ ନମ୍ବର 53 ଓ 54 ରେ ରାଜା ଚକ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଆନ୍ତରୀଣ ଜାମିନ୍ ରେ ଅଛନ୍ତି ।

Raja Chakra: ରାଜାଚକ୍ରଙ୍କର ପୁଣି ବଢ଼ିଲା ଅଡ଼ୁଆ

About the Author