ସାର ଅଭାବ: ବଢ଼ୁଛି ଚାଷୀ ଅସନ୍ତୋଷ, ମନ୍ତ୍ରୀ କହିଲେ ମିଛ ଖବର ପ୍ରସାର କରାଯାଉଛି

BJD: କୌଣସି ପ୍ରାଥମିକ କୃଷି ସମବାୟ ସମିତିରେ ସାର ଆସିଥିବା ଖବର ମିଳୁଛି ସେତେବଳେ ରାତି ରାତି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏପରିକି କେତେକ ସ୍ଥାନରେ ଚାଷୀ ଆଧାର କାର୍ଡ, ପଲ ଓ ସନ୍ତକ ରଖି ଧାଡ଼ି ଲଗାଉଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଏବେ ଓଡ଼ିଶା ସରକାରଙ୍କ ପ୍ରକୃତ ଦୃଶ୍ୟକୁ ପଦାରେ ପକାଉଛି।

ସାର ଅଭାବ: ବଢ଼ୁଛି ଚାଷୀ ଅସନ୍ତୋଷ, ମନ୍ତ୍ରୀ କହିଲେ ମିଛ ଖବର ପ୍ରସାର କରାଯାଉଛି

About the Author