)
Odisha News: ଭୁବନେଶ୍ଵର: ପାକ୍ସରେ ସାର ମିଳୁନି। ହେଲେ ଖୋଲା ବଜାରରେ ସାର ମିଳୁଛି। ଏହାର ଅର୍ଥ ସାର ଅଛି, ମାତ୍ର ନିୟନ୍ତ୍ରଣରେ ସରକାର ଫେଲ୍ ମାରିଛନ୍ତି। ମନ୍ତ୍ରୀ କହୁଛନ୍ତି, ସାର ମିଳୁଛି। ଯେଉଁମାନେ ସାର ମିଳୁନି କହୁ ଛନ୍ତି, ସେମାନେ ରାଜନୀତି କରୁଛନ୍ତି। ତା’ ମାନେ କ’ଣ ଚାଷୀ ରାଜନୀତି କରୁଛନ୍ତି ? ସରକାର ଏମିତି କହି ଚାଷୀଙ୍କ କଟା ଘାରେ ଚୂନ ନ ଦିଅନ୍ତୁ।
ବିଜୁ ଜନତା ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛି। ଆସନ୍ତାକାଲି ରାଜଭବ ଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜେଡି। ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ମିଳୁନଥିବାରୁ ରାଜ୍ୟପାଳ ବ୍ୟକ୍ତିଗତ ଭା ଭାବେ ହସ୍ତକ୍ଷେପ ଉଠିବ ବୋଲି କରନ୍ତୁ। ବିଧାନସଭାରେ ଏହି ପ୍ରସଙ୍ଗ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ସେ କହିଛନ୍ତି, ସରକାର ବାରଙ୍କୁ ଆହ୍ଵାନ କରୁଛି ସାର ମିଳୁଛି କି ନାହିଁ କ୍ଷେତ୍ରକୁ ଯାଇ ଏଇ ଯାଞ୍ଚ କରନ୍ତୁ। ଅଯଥାରେ ସାରକୁ ନେଇ ସରକାର କାହିଁକି ବିଭ୍ରାନ୍ତ କଚ୍ କରୁଛନ୍ତି। ଯଦି ସାର ମିଳିଥା’ନ୍ତା, ଚାଷୀମାନେ ନେ କାହିଁକି କାହିଁକି ପା ପାକ୍ସ ଆଗରେ ଧାଡ଼ି ଲଗାଉଛନ୍ତି ? ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।