Shivraj Singh Chouhan: ଓଡ଼ିଶାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶାରେ ବିଜେପିର ବିଜୟ ନେଇ କହିଲେ..

Shivraj Singh Chouhan: ଦିନିକିଆ ଓଡିଶା ଗସ୍ତରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାମ ସିଂ ଚୈାହାନ। ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କଟକ ଓ ଜଗତସିଂହପୁରର ବିଜେପି କର୍ମୀ ଓ ନେତାମାନଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।

Shivraj Singh Chouhan: ଓଡ଼ିଶାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହାନ, ଓଡ଼ିଶାରେ ବିଜେପିର ବିଜୟ ନେଇ କହିଲେ..

About the Author