Accident News: କଟକ ଖାନ୍ ନଗରରେ ଅଘଟଣ, ବ୍ରିଜ୍‌ ସ୍ଲାବ ଭୁଶୁଡ଼ି ୩ ମୃତ

ଖାନ୍ ନଗରରେ ବ୍ରିଜ୍ ନିର୍ମାଣ ବେଳେ ବଡ଼ ଅଘଟଣ ଘଟିଛି । ବ୍ରିଜ୍‌ ସ୍ଲାବ ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୫ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Accident News: କଟକ ଖାନ୍ ନଗରରେ ଅଘଟଣ, ବ୍ରିଜ୍‌ ସ୍ଲାବ ଭୁଶୁଡ଼ି ୩ ମୃତ

About the Author