ପଶ୍ଚିମବଙ୍ଗ ଦୁର୍ଗାପୁରରେ ପୀଡିତା ଓଡ଼ିଆ ଝିଅ ସହିତ ଫୋନ୍ ରେ କଥା ହେଲେ ମୁଖ୍ୟମନ୍ତ୍ରୀ

CM Majhi: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପଶ୍ଚିମ ବଙ୍ଗର ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଓଡ଼ିଆ ଝିଅ, ତାଙ୍କ ମା ଏବଂ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି।

ପଶ୍ଚିମବଙ୍ଗ ଦୁର୍ଗାପୁରରେ ପୀଡିତା ଓଡ଼ିଆ ଝିଅ ସହିତ ଫୋନ୍ ରେ କଥା ହେଲେ ମୁଖ୍ୟମନ୍ତ୍ରୀ
Image Credit: Odisha CM Promises Aid

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More