‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ୨୭,୬୫୦ କୋଟିର ୧୩ଟି MOU ସ୍ୱାକ୍ଷରିତ

‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ମୋଟ ୨୭,୬୫୦ କୋଟି ମୂଲ୍ୟର ୧୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିସହ ୩୯,୧୩୧ କୋଟି ଟଙ୍କାର ନିବେଶ ଉଦ୍ଦେଶ୍ୟ ରହିଛି ।

‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ୨୭,୬୫୦ କୋଟିର ୧୩ଟି MOU ସ୍ୱାକ୍ଷରିତ

About the Author