Odisha News: ଆଜି ‘ଆମ ହସ୍ପିଟାଲ’ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର ୬୭ଟି ଡାକ୍ତରଖାନା

Odisha News: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଜିଲ୍ଲାରେ ୬୭ଟି ସରକାରୀ ଚିକିତ୍ସାଳୟର ରୂପାନ୍ତରୀକରଣ ଅବସ୍ଥାକୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିବେ। ଏହା ସହ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଏବଂ ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ହୃଦ୍‍ରୋଗ ହସ୍‍ପିଟାଲ୍‍ର ଉଦ୍‍ଘାଟନ କରିବେ।

Odisha News: ଆଜି ‘ଆମ ହସ୍ପିଟାଲ’ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର  ୬୭ଟି ଡାକ୍ତରଖାନା

About the Author