Nuapada By-Election: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Nuapada By-Election: ମଙ୍ଗଳବାର ଦିନ ଅଖିଳ ଭାରତ କଂଗ୍ରେସ କମିଟି (AICC) ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଆଗାମୀ ଉପନିର୍ବାଚନ ପାଇଁ ଘାସିରାମ ମାଝୀଙ୍କୁ (Ghasiram Majhi) ଦଳର ପ୍ରାର୍ଥୀ ଭାବରେ ଘୋଷଣା କରିଛି।

Nuapada By-Election: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
Image Credit: Nuapada By-Election

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More