Odisha News: ପ୍ରାଣ ନେଉଛି ପରକୀୟା ପ୍ରୀତି!ସ୍ତ୍ରୀକୁ ହତ୍ୟା ଘଟଣାରେ ଗିରଫ ହେଲେ ଏବିଡ଼ିଓ

Odisha News: ଅଭାବନୀୟ....ଲୋମଟାଙ୍କୁରା....ହତ୍ୟାକାଣ୍ତ। ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଡ଼ଅଁର ଗାଁରେ। ପୋଲିସ୍ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ପୋଲିସ୍ ଘଟଣାର ତନାଘନା ଆରମ୍ଭ କରିଛି।....

Odisha News: ପ୍ରାଣ ନେଉଛି ପରକୀୟା ପ୍ରୀତି!ସ୍ତ୍ରୀକୁ ହତ୍ୟା ଘଟଣାରେ ଗିରଫ ହେଲେ ଏବିଡ଼ିଓ

About the Author