Odisha News: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ,ରାୟ ଶୁଣାଇଲେ...

(ଅଭୟ ମହାନ୍ତି, କେନ୍ଦୁଝର) Odisha News: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା-ଦେଶ ସହ ୨ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ କମ୍ ସ୍ପେସାଲ ଜର୍ଜ୍ଜ ପୋସ୍କୋ କୋର୍ଟ ମୋନାଲିସା ମହାନ୍ତି ।

Odisha News: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ,ରାୟ ଶୁଣାଇଲେ...

About the Author