Crime news: ଘର ଭିତରେ ପରିବାର ଲୋକଙ୍କୁ ଶିକୁଳି ପକାଇ ଘରେ ନିଆଁ ଲଗାଇଲେ ଜ୍ବାଇଁ

ଶିବଙ୍କ ପାଞ୍ଚ ଝିଅ ଥିବା ବେଳେ ଚାରି ଝିଅଙ୍କୁ ଅନ୍ୟତ୍ର ବିବାହ କରାଇଥିବା ବେଳେ ସାନ ଝିଅକୁ କେନ୍ଦୁଝର ଶଙ୍କରାପଶି ଗାଁ ରେ ଅଙ୍କୁର ସଡଙ୍ଗୀଙ୍କୁ ବିବାହ କରିଥିଲେ। ପୁଅ ନ ଥିବାର ସାନ ଝିଅ ଓ ଜ୍ବାଇଁ ତାଂକ ସହିତ ମଙ୍ଗଳପୁର ଗାଁରେ ତାଙ୍କ ସହିତ ରହି ଆସୁଥିଲେ।

Crime news: ଘର ଭିତରେ ପରିବାର ଲୋକଙ୍କୁ ଶିକୁଳି ପକାଇ ଘରେ ନିଆଁ ଲଗାଇଲେ ଜ୍ବାଇଁ

About the Author