Advertisement
Article Detail0/zeeodisha/odisha2726929
Zee OdishaOdisha StateDelanga murder Case: ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନଙ୍କ ନିକଟରେ କେଶ ଦାୟର କଲେ ପରିବାର

Delanga murder Case: ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନଙ୍କ ନିକଟରେ କେଶ ଦାୟର କଲେ ପରିବାର

Delanga murder Case:  ପୁରୀ ଜିଲ୍ଲାଠୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନଙ୍କ ଏକ ଟିମ୍ ତଦନ୍ତ କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 8834/2025 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ।

Delanga murder Case: ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନଙ୍କ ନିକଟରେ କେଶ ଦାୟର କଲେ ପରିବାର

Delanga murder Case: ଡେଲାଙ୍ଗ ରତନପୁରର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ମୃତ୍ୟୁ ଘଟଣା। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ୫୦ ଲକ୍ଷ କ୍ଷତି ପୁରଣ ଦାବିରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କେଶ ଦାୟର କଲେ ନ୍ୟାୟ ପାଇଁ ଲଢେଇ ପରିବାର ସଭାପତି ସୁବ୍ରତ କୁମାର ଦାସ। ମାମଲାରେ ଏସପି ପୁରୀ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି। ୮୮୩୪/୨୦୨୫ ରେ କେସ ଦାୟର ହୋଇଛି।

ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମର ଜଣେ ୧୧ ବର୍ଷୀୟ ନାବାଳକ ଶିଶୁପୁତ୍ର ଆଶ୍ରିବାଦ ସାହୁଙ୍କୁ ତାଙ୍କର ସମ୍ପକୀୟ ଦାଦା ପ୍ରଭାକର ସାହୁ ଓରଫ (ବାପି) ଗତ ୧୫/୦୪/୨୦୨୫ ରେ ଅପହରଣ କରି ଅତି ଅମାନୁଷିକ ଭାବରେ ହତ୍ୟା କରିବା ଏବଂ ଗତ କାଲି ଅର୍ଥାତ ଗତ ୨୧/୦୪/୨୦୨୫ ରେ ସମ୍ପୃକ୍ତ ନାବାଳକର ମୃତ ଦେହ ଏକ ପାଇଖାନା ଟାଙ୍କିରୁ ମିଳିବା ଘଟଣାରେ ପୁରୀ ଜିଲ୍ଲାଠୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନଙ୍କ ଏକ ଟିମ୍ ତଦନ୍ତ କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 8834/2025 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ।

Add Zee News as a Preferred Source
About the Author