କଂସା ଶିଳ୍ପର ସଂରକ୍ଷଣ ଓ ପ୍ରସାର ପାଇଁ ହୋଇଥିବା ଉଦ୍ୟମକୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

୧୮ଟି ଶିଳ୍ପ ଗ୍ରାମରେ ପାଞ୍ଚ ମାସବ୍ୟାପି ବ୍ୟାପକ ଗବେଷଣା ଏବଂ ମାଷ୍ଟର କାରିଗରମାନଙ୍କୁ ନେଇ ଏହା ରଚିତ । ଭବ୍ୟ ଉତ୍ସବରେ ସମ୍ମାନିତ ହେଲେ ରାଜ୍ୟର ପ୍ରମୁଖ କଂସା କାରିଗର

କଂସା ଶିଳ୍ପର ସଂରକ୍ଷଣ ଓ ପ୍ରସାର ପାଇଁ ହୋଇଥିବା ଉଦ୍ୟମକୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

About the Author