କଟକରେ ସ୍ଥିତି ଅନୁଧ୍ୟାନ କଲେ ଡିଜିପି, ମେୟର କହିଲେ ଗଣ୍ଡଗୋଳ ଦୁର୍ଭାଗ୍ୟଜନକ

ମେୟର ସୁବାସ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଇଚାରାର ସହର କଟକରେ ଏଭଳି କେବେ ହୋଇ ନଥିଲା, ପୂଜାପାର୍ବଣରେ ସମସ୍ତେ ଏକକାର ହୋଇଯାଆନ୍ତି, ଯାହା ଘଟିଲା ଦୁର୍ଭାଗ୍ୟଜନକ ।

କଟକରେ ସ୍ଥିତି ଅନୁଧ୍ୟାନ କଲେ ଡିଜିପି, ମେୟର କହିଲେ ଗଣ୍ଡଗୋଳ ଦୁର୍ଭାଗ୍ୟଜନକ

About the Author