Srimandira: ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ

Srimandira: ଧାଡ଼ି ଦର୍ଶନ ଶୃଙ୍ଖଳିତ କରିବାକୁ ହେଲେ ଆଗ ନିତି କାନ୍ତି ଶୃଙ୍ଖଳିତ ହେବା ଆବଶ୍ୟକ। ତେଣୁ ନିତିକାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବାକୁ ସେବାୟତ ପ୍ରତିନିଧି ମାନେ ଅନୁରୋଧ କରିଛନ୍ତି। ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରାମ୍ପ ଏପର୍ଯ୍ୟନ୍ତ ଦେଖିନାହାନ୍ତି କି ଜାଣି ନାହାଁନ୍ତି ବୋଲି କହିଛନ୍ତି ପରିଚାଳନା କମିଟିର ସେବାୟତ ପ୍ରତିନିଧି।

Srimandira: ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ

About the Author