ଜିଲ୍ଲା ସ୍ତରୀୟ ପୋଷଣ ମାସ -୨୦୨୫ ପାଳିତ ହୋଇଯାଇଛି

ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଛନ୍ତି ଯେ ପୋଷଣ ମାସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ କାର୍ଯ୍ୟକ୍ରମ ଓ ଯୋଜନା ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଶିଶୁ,ମାତୃ କିଶୋରୀମାନଙ୍କ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତାକୁ ପ୍ରୋତ୍ସାହନ ଦେବା ସହ ପୁଷ୍ଟି ହୀନତା ଦୁରକରିବା ଓ ବ୍ୟାପକ ଜନସଚେତନତା ସୃଷ୍ଠି କରିବାରେ ସହାୟକ ହେବ।

ଜିଲ୍ଲା ସ୍ତରୀୟ ପୋଷଣ ମାସ -୨୦୨୫ ପାଳିତ ହୋଇଯାଇଛି

About the Author