ଦୁର୍ଗା ପୂଜା ଭସାଣରେ ବାଜିବନି DJ, ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା

ଭୁବନେଶ୍ୱରରେ ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି କି ବାଣ ଫୁଟିବନି । କେବଳ ସେତିକି ନୁହେଁ, ଲେଜର ଲାଇଟ୍‌ କୁ ମଧ୍ୟ ମନା କରାଯାଇଛି । କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣ ହେବ ବୋଲି ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ଦୁର୍ଗା ପୂଜା ଭସାଣରେ ବାଜିବନି DJ, ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା

About the Author