Odisha News: ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଦୁର୍ଗା, ପୁଣି ଅପେକ୍ଷା ଆର ବର୍ଷକୁ...

Odisha News: ଆଜି ଧରାପୃଷ୍ଠରୁ ବିଦାୟ ଦେବେ ମା' ଦୁର୍ଗା। ଭସାଣୀ ପାଇଁ ଟ୍ବିନ୍ ସିଟିରେ ହୋଇଛି ବ୍ୟାପକ ବ୍ୟବସ୍ଥା। ଭୁବନେଶ୍ବରର କୁଆଖାଇ ନଦୀ କୂଳରେ ଏକ ଅସ୍ଥାୟୀ ପୋଖରୀ ତିଆରି ହୋଇଛି। ମୂର୍ତ୍ତୀ ବିସର୍ଜନ ପାଇଁ ସ୍ବତନ୍ତ୍ର ଗାଇଡ଼ ଲାଇନ୍ କୁ ପାଳନ କରିବାକୁ ରାଜ୍ୟ ପ୍ରଦୂଷଣ ବୋଡ଼ କହିଛି।

Odisha News: ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଦୁର୍ଗା, ପୁଣି ଅପେକ୍ଷା ଆର ବର୍ଷକୁ...

About the Author