ଭୁବନେଶ୍ୱରରେ ଅଶ୍ଳୀଳ ନୃତ୍ୟ ମନା, କଟକରେ ୬ଟିରେ ସ୍ଥାନରେ ସୁଉଚ୍ଚ ତୋରଣକୁ ଅନୁମତି

ପାର୍କିଂ ନଥିଲେ ଭୁବନେଶ୍ୱରରେ ମୀନା ବଜାର ପଡ଼ିବନି ଏବଂ ମିଳିବନି ରାବଣ ପୋଡ଼ି ଅନୁମତି । ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ କୌଣସି ପୂଜା କମିଟି । ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ଆମ୍ବୁଲାନ୍ସ ରଖାଯିବ ।

ଭୁବନେଶ୍ୱରରେ ଅଶ୍ଳୀଳ ନୃତ୍ୟ ମନା, କଟକରେ ୬ଟିରେ ସ୍ଥାନରେ ସୁଉଚ୍ଚ ତୋରଣକୁ ଅନୁମତି

About the Author