East Coast Railway: ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସବୁ ଟ୍ରେନରେ ଅତିରିକ୍ତ କୋଚ୍ ଯୋଗ କଲା ପୂର୍ବତଟ ରେଳପଥ

East Coast Railway: ଯାତ୍ରୀମାନଙ୍କ ପ୍ରବଳ ଭିଡ଼କୁ ନଜରରେ ରଖି ପୂର୍ବତଟ ରେଳପଥ (ECoR) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ଯାତ୍ରା ସମୟରେ ଅଧିକ ସୁବିଧା ଓ କନଫର୍ମ ସିଟ୍ ଯୋଗାଇ ଦେବା ପାଇଁ ଅନେକ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି।

East Coast Railway: ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସବୁ ଟ୍ରେନରେ ଅତିରିକ୍ତ କୋଚ୍ ଯୋଗ କଲା ପୂର୍ବତଟ ରେଳପଥ
Image Credit: East Coast Railway

About the Author