Odisha Universities: ୮ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନାହାଁନ୍ତି, ଓସୁରେ କେହି ନାହାଁନ୍ତି

ଭୁବନେଶ୍ୱର: ରାଜ୍ୟର ୮ ବିଶ୍ୱବିଦ୍ୟାଳୟର କୌଣସି ବିଭାଗରେବି ପ୍ରଫେସର ନାହାନ୍ତି। ୬ ବିଶ୍ୱବିଦ୍ୟାଳେ ଆସୋସିଏଟ୍‍ ପ୍ରଫେସର ଏବଂ ୫ ବିଶ୍ୱବିଦ୍ୟାଳୟରେ ସବୁଠାରୁ ଜୁନିୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ ପ୍ରଫେସର ବି ନାହାନ୍ତି। ୩୫ ପ୍ରତିଶତରୁ ଅଧିକ ଶୂନ୍ୟସ୍ଥାନରେ ଚାଲିଛି ଓଡ଼ିଶାର ବିଶ୍ୱବିଦ୍ୟାଳୟ ଶିକ୍ଷା। ପଚାରିଲେ ଉତ୍ତର ମିଳୁଛି ନୂଆ ଶିକ୍ଷା ଆଇନ ଲାଗୁ ହେଲେ ସବୁକିଛି ଠିକ୍‍ ହୋଇଯିବ।

Odisha Universities: ୮ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନାହାଁନ୍ତି, ଓସୁରେ କେହି ନାହାଁନ୍ତି

About the Author