Odisha News: ବିଦ୍ୟୁତ୍ ଆଘାତରେ ହାତୀ ମୃତ, ତିନି ଗିରଫ

Odisha News: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ କୁଡ଼ବିଲ ଗାଁ ଦୁବନାଳୀ ସାହି ଜଙ୍ଗଲର ଏକ ଧାନ ଜମି ପାଖରୁ ଏକ ମାଈ ହାତୀର ଗଳିତ ଶଵ ଉଦ୍ଧାର ହୋଇଛି। ହାତୀର ବୟସ ୧୦ ବର୍ଷ ହେବ ଓ ହାତୀ ଟିର ବିଦୂତ ଆଘାତରେ ମୃତ୍ୟୁ ହୋଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ସୂଚନା ଦେଇଛନ୍ତି। ହାତୀଟି ର ପ୍ରାୟ 15ରୁ 20ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Odisha News: ବିଦ୍ୟୁତ୍ ଆଘାତରେ ହାତୀ ମୃତ, ତିନି ଗିରଫ

About the Author