Entertainment News: ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲେ ଏହି ଅଭିନେତ୍ରୀ,ସୋସିଆଲ୍ ମିଡିଆରେ ବଖାଣିଲେ ଦୁଃଖ

Entertainment News: କଳା ଜଗତରୁ ଆସିଲା ଦୁଃଖଦ ଖବର। ଜଣାଶୁଣା ମରାଠୀ ଅଭିନେତ୍ରୀ କିଶୋରୀ ସାହାଣେ (Kishori Shahane’) ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ତାଙ୍କର କାର ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଦୁର୍ଘଟଣା ପରେ ସେ ଏକ ପୋଷ୍ଟ ନିଜ ସୋସିଆଲ୍ ମିଡିଆରେ କରିଛନ୍ତି। ଏବଂ ସେ ଲେଖିଛନ୍ତି ସେ କିପରି ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି। ...

Entertainment News: ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲେ ଏହି ଅଭିନେତ୍ରୀ,ସୋସିଆଲ୍ ମିଡିଆରେ ବଖାଣିଲେ ଦୁଃଖ

About the Author