Odisha News: ଖୋଲା ଆକାଶ ତଳେ ମିଲ୍ ସାମ୍ନାରେ ଅଟକି ରହିଲା ଧାନ ଗାଡି଼

Odisha News: ମିଲର ଖୋଲିଲେନି ଗେଟ କିମ୍ବା ଧାନ ମିଲ ମଧ୍ୟକୁ ଯିବାକୁ ଦେଲେ ନାହିଁ। ମିଲରମାନେ ଧାନ ରଖୁ ନ ଥିବା କାରଣରୁ ଥଣ୍ଡା ଓ ଖୋଲା ଆକାଶ ତଳେ ଗତକାଲି ଚାଷୀ ଓ ଡ୍ରାଇଭରଙ୍କ ସହ ଧାନ ଉଠାଉଥିବା ବ୍ୟକ୍ତି ମିଲ ବାହାରେ ଆନ୍ଦୋଳନ କରିଥିଲେ। ତା' ପରେ ଯୋଗାଣ ବିଭାଗ ଅଧିକାରୀ ଆସି ମିଲରଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସମାଧାନ ପାଇଁ ଲାଗିଗଲା ୯ ଘଣ୍ଟା।

Odisha News: ଖୋଲା ଆକାଶ ତଳେ ମିଲ୍ ସାମ୍ନାରେ ଅଟକି ରହିଲା ଧାନ ଗାଡି଼

About the Author