ସାଇବର ଠକେଇ ସଚେତନତା ପାଇଁ ଗଞ୍ଜାମ ପୋଲିସର ୱାକାଥନ୍ ଓ ସାଇକ୍ଲୋଥନ୍

ଗଞ୍ଜାମ ପୋଲିସ ମୁଖ୍ୟାଳୟ ଆଜି ଏକ ସ୍ୱତନ୍ତ୍ର ୱାକାଥନ୍ ଓ ସାଇକ୍ଲୋଥନ୍ ର ଆୟୋଜନ କରିଛି । ଶନିବାର ଦିନ ପୋଲିସ ମୁଖ୍ୟାଳୟରୁ ସକାଳ ୮.୧୫ ରେ ଆରମ୍ଭ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ନାଗରିକମାନଙ୍କୁ ଡିଜିଟାଲ୍ ସୁରକ୍ଷା ଏବଂ ଅନଲାଇନ୍ ଠକେଇ ସମ୍ପର୍କିତ ବର୍ଦ୍ଧିତ ବିପଦ ବିଷୟରେ ସଚେତନ କରିବା।

ସାଇବର ଠକେଇ ସଚେତନତା ପାଇଁ ଗଞ୍ଜାମ ପୋଲିସର ୱାକାଥନ୍ ଓ ସାଇକ୍ଲୋଥନ୍

About the Author