Election 2024: ଆସୁଛି ନିର୍ବାଚନ, ଜଗତସିଂହପୁରରେ ମାହୋଲ ସରଗରମ୍

Odisha News: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ ମଣ୍ଡଳୀରେ ସେତିକି ସେତିକି ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଜଗତସିଂହପୁର ଜିଲ୍ଲା ନିର୍ବାଚନ ମଣ୍ଡଳୀ ''ବାଲିକୁଦା -ଏରସମା'' ରେ ବିଜେଡି ବ୍ୟାନର ରେ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଛି। ''ବିଶାଳ ଏକତା ସମାବେଶ'' ନାମରେ ଏହି ନିର୍ବାଚନମଣ୍ଡଳୀ ର ଯୁବନେତା ସଂଜୀବ ବିଶ୍ଵାଳ ନିଜର ଶକ୍ତି ପ୍ରଦର୍ଶିତ କରିଥିବା ଦେଖିବାକୁ ମିଳିଛି।

Election 2024: ଆସୁଛି ନିର୍ବାଚନ, ଜଗତସିଂହପୁରରେ ମାହୋଲ ସରଗରମ୍

About the Author