Gundicha temple: ଧର୍ମ ମାସରେ ଅଧର୍ମ କାର୍ଯ୍ୟ, ହବିଷ୍ଯାଳୀଙ୍କୁ ମିଳୁନି ମହାପ୍ରଭୁଙ୍କ ଜନ୍ମ ବେଦୀ ଦର୍ଶନ

ନାହିଁ ଆଉ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହି ଭକ୍ତ ବେଦମ୍ ହୋଇଯାଉଛନ୍ତି। କେବଳ ଶ୍ରୀମନ୍ଦିର ନୁହେଁ ପଞ୍ଚ ତୀର୍ଥ ପୁଷ୍କରିଣୀ ଠାରୁ ଆରମ୍ଭ କରି ସବୁଠି ସମସ୍ୟା। କାଳିଆ ଦର୍ଶନ ଆଉ ସହଜ ନୁହେଁ। ସବୁ ସ୍ଥାନରେ କଟକଣା ଆଉ କଟକଣା।

Gundicha temple: ଧର୍ମ ମାସରେ ଅଧର୍ମ କାର୍ଯ୍ୟ, ହବିଷ୍ଯାଳୀଙ୍କୁ ମିଳୁନି ମହାପ୍ରଭୁଙ୍କ ଜନ୍ମ ବେଦୀ ଦର୍ଶନ

About the Author