Heavy Rain in Gajapati: ମହେନ୍ଦ୍ରଗିରିରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ପୋଲିସ

ଜଣେ ଜେସିବି ମାଲିକ ଏପରି ପରିସ୍ଥିତି ଦେଖି ନିଜେ ଜେସିବି ଚଳାଇ ମହେନ୍ଦ୍ରଗିରି ଯାଇଥିଲେ । ରାସ୍ତାରେ ପଡିଥିବା ମାଟି ଅତଡା, ପଥର ଓ ଗଛ ଗୁଡିକୁ ବାହାର କରିଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ଘଣ୍ଟା ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ମହେନ୍ଦ୍ରଘାଟି ରାସ୍ତା ସଫା ହେବା ପରେ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିଥିଲେ ପୋଲିସ ଟିମ୍।

Heavy Rain in Gajapati: ମହେନ୍ଦ୍ରଗିରିରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ପୋଲିସ

About the Author