Bali Jatra 2025: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Bali Jatra 2025: ଆଜି ଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା। ଆଠ ଦିନ ବ୍ୟାପି ଏ-ହି ଯାତ୍ରାକୁ ସୁଚାର ରୂପେ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Bali Jatra 2025: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

About the Author