Amit Shah Visit Odisha: ୧୦ରେ ଓଡ଼ିଶା ଆସିବେ ଅମିତ ଶାହା, ୧୧ରେ ପୁରୀ ଗସ୍ତ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତା ୧୦ ତାରିଖରେ ଗୃହମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସିବେ। ୧୦ ତାରିଖରେ ସେ ସମ୍ବଲପୁର ଯିବେ ଓ ପରେ ଭୁବନେଶ୍ୱର ଏବଂ ପୁରୀ ଗସ୍ତ କରିବେ ବୋଲି କାର୍ଯ୍ୟକ୍ରମ ରହିଛି।

Amit Shah Visit Odisha: ୧୦ରେ ଓଡ଼ିଶା ଆସିବେ ଅମିତ ଶାହା, ୧୧ରେ ପୁରୀ ଗସ୍ତ

About the Author