Odisha News: ବନ୍ଧୁକ ତିଆରି କାରଖାନା ଠାବ,୨ ଗିରଫ

(ପ୍ରେମାନନ୍ଦ ପୁଜାରୀ, ଗଜପତି)Odisha News: ବନ୍ଧୁକ ତିଆରି କାରଖାନା ଠାବ ହେବା ସହ ୧୨ ଦେଶୀ ବନ୍ଧୁକ ଜବତ ହୋଇଛି। ଏହା ସହ ଦୁଇ ଜଣ ଗିରଫ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଡମ୍ବଗୁଡା ଗ୍ରାମ ପଞ୍ଚାୟତ ର ଗୋଲାପାଜୁ ଗାଁରେ। ଗାଁର ଘନଶ୍ୟାମ ପ୍ରଧାନ ଦୀର୍ଘ ବର୍ଷ ଧରି ଗ୍ରାମ ଠାରୁ ଦୂର ଏକ ପାହାଡ଼ରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରି ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିକ୍ରି କରୁଥିଲା।

Odisha News: ବନ୍ଧୁକ ତିଆରି କାରଖାନା ଠାବ,୨ ଗିରଫ

About the Author