Odisha News: ଶ୍ରୀକ୍ଷେତ୍ରରେ ବାଲିମାଫିଆଙ୍କ ରାଜ୍, ସମୟ ମାଗିଲେ ଏସପି

Odisha News: ମାଡ଼ି ଆସିବ ସମୁଦ୍ରର ଉଦ୍ଦାମ ଜୁଆର। ଆଖି ଆଗରେ ବୁଡ଼ିଯିବ ସୁନ୍ଦର ଐତିହ୍ୟ ସଂପନ୍ନ ଶ୍ରୀକ୍ଷେତ୍ର। ନିଶ୍ଚିନ୍ନ ହୋଇଯିବ ଜନବସତି। ଏଭଳି କିଛି ଆଶଙ୍କା ସୃଷ୍ଟି କଲାଣି ମଙ୍ଗଳା ମୁହାଣ। ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟି କାରଣରୁ ମଙ୍ଗଳା ମୁହାଣ ଖିନ୍‌ଭିନ୍‌ ହେବାରେ ଲାଗିଛି। ସମୁଦ୍ରକୁ ଲାଗି ରହିଥିବା ଏଠାର ବଡ଼ ବଡ଼ ବାଲିବନ୍ତକୁ ସବୁ ବାଲି ମାଫିଆମାନେ ତାଡ଼ିନେବା ପରେ ଏଭଳି ଉଦ୍‌ବେଗ ପ୍ରକାଶ ପାଇଲାଣି।

Odisha News: ଶ୍ରୀକ୍ଷେତ୍ରରେ ବାଲିମାଫିଆଙ୍କ ରାଜ୍, ସମୟ ମାଗିଲେ ଏସପି

About the Author