Boita Bandana Utsav: ବାଲିଯାତ୍ରାରେ 'ମହାନଦୀ ବୋଇତ ରେସ୍'ର ଉଦଘାଟନୀ ସମାରୋହ

ଭୁବନେଶ୍ୱର: ବାଲିଯାତ୍ରାର ବଢ଼ୁଛି ଭିଡ଼। ମଙ୍ଗଳବାର ସପ୍ତମ ସଂଧ୍ୟାରେ ହଠାତ୍ ଲୋକମାନଙ୍କ ଭିଡ ବଢି ଯାଇଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ବାଲିଯାତ୍ରା ବୁଲିବା ପାଇଁ ଆସିଛନ୍ତି ଏହି ଅବସରରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଏକ ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଯାତ୍ରାକୁ ଆହୁରି ଜୀବନ୍ତ କରିଥିଲା, ଯାହା

Boita Bandana Utsav: ବାଲିଯାତ୍ରାରେ 'ମହାନଦୀ ବୋଇତ ରେସ୍'ର ଉଦଘାଟନୀ ସମାରୋହ

About the Author