ଧରାପଡିଲା ସତ ! ପତ୍ନୀଙ୍କ ମୃତ୍ୟୁ ପଛରେ IRB ଯବାନଙ୍କ ହାତ

ଲୁହା ରଡ୍‌ରେ ପତ୍ନୀଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରିବା ପରେ ତାହାକୁ ଦୁର୍ଘଟଣାର ରୂପ ଦେବାକୁ ଚକ୍ରାନ୍ତ କରିଥିଲା ଅଭିଯୁକ୍ତ । ଗ୍ୟାସ୍‌ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ କରି ଘରେ ନିଆଁ ଲଗାଇ ଚତୁରତାର ସହ ଫେରାର୍ ହୋଇଯାଇଥିଲା ଶିବଶଙ୍କର ।

ଧରାପଡିଲା ସତ ! ପତ୍ନୀଙ୍କ ମୃତ୍ୟୁ ପଛରେ IRB ଯବାନଙ୍କ ହାତ

About the Author