Odisha News: ସାର କଳାବଜାରୀ କରି ନିଲମ୍ବିତ ହେଲେ ଝାରସୁଗୁଡ଼ା କିର୍ମିରା ପାକ୍ସ ସମ୍ପାଦକ

୨୬ ବସ୍ତା ୟୁରିଆ ସାର ପିକ୍ ଅପ୍ ଭ୍ୟାନରେ ଲୋଡ୍ କରୁଥିବା ସମୟରେ ସେ ଧରା ପଡ଼ିଥିଲେ। ସାର କଳାବଜାରୀ ଅଭିଯୋଗରେ ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଭଳି ଅନିୟମିତତାରେ ଲିପ୍ତ ରହିଲେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Odisha News: ସାର କଳାବଜାରୀ କରି ନିଲମ୍ବିତ ହେଲେ ଝାରସୁଗୁଡ଼ା କିର୍ମିରା ପାକ୍ସ ସମ୍ପାଦକ

About the Author