Jio: ଓଡ଼ିଶାରେ ଜିଓର ଦବଦବା, ଏପ୍ରିଲ ମାସରେ ଯୋଡି ହୋଇଛନ୍ତି ସର୍ବାଧିକ ୧.୮ ଲକ୍ଷରୁ ଅଧିକ ନୂଆ ଗ୍ରାହକ

Jio: ଜିଓ ଓଡ଼ିଶାରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ବଳରେ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରହିଆସିଛି ଏବଂ ଓଡିଶାରେ ଏହାର ସର୍ବାଧିକ ୪୫.୯ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ସହିତ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି।

Jio: ଓଡ଼ିଶାରେ ଜିଓର ଦବଦବା, ଏପ୍ରିଲ ମାସରେ ଯୋଡି ହୋଇଛନ୍ତି ସର୍ବାଧିକ ୧.୮ ଲକ୍ଷରୁ ଅଧିକ ନୂଆ ଗ୍ରାହକ

About the Author