ଏଫଏମ ଛାତ୍ରୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିଥିବା ଜ୍ୟୋତିଙ୍କୁ ସମ୍ମାନ ଏବଂ ପୁରସ୍କାର

ନିଜ ଜୀବନକୁ ବାଜି ଲଗାଇ ଛାତ୍ରୀଜଣଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ଜ୍ୟୋତି ପ୍ରକାଶ ବିଶ୍ଵାଳ । ଏହି ସମୟରେ ସେ ନିଜେ ମଧ୍ୟ ନିଆଁରେ ପୋଡି ହୋଇ ଆହତ ହୋଇଥିଲେ । ଜ୍ୟୋତିପ୍ରକାଶଙ୍କ ଏପରି ସାହସିକତା କାର୍ଯ୍ୟ ପାଇଁ ତାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ ପ୍ରଦାନ କରାଯିବ ।

ଏଫଏମ ଛାତ୍ରୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିଥିବା ଜ୍ୟୋତିଙ୍କୁ ସମ୍ମାନ ଏବଂ ପୁରସ୍କାର

About the Author