Kartika Brata: ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ନୀତି, ରାଇ ଦାମୋଦର ବ୍ରତ ପାଳିଲେ ହବିଷ୍ୟାଳି

ପୁରୀ: ମଙ୍ଗଳବାରଠାରୁ ମହାକାର୍ତ୍ତିକ ମାସ । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି। ହବିଷ୍ୟାଳି ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ଭିଡ଼ ଜମିବ। ତା’ ଛଡ଼ା ଶ୍ରୀମନ୍ଦିରରେ ନୀତି ମଧ୍ୟ ଅଧିକ ରହିବ। ଏହି କ୍ରମରେ ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ରାଇଦାମୋଦର ବ୍ରତ ପାଳିଛନ୍ତି ହବିଷ୍ୟାଳି।

Kartika Brata: ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ନୀତି, ରାଇ ଦାମୋଦର ବ୍ରତ ପାଳିଲେ ହବିଷ୍ୟାଳି

About the Author