Odisha News: ଆଜିଠୁ ଖରିଫ୍ ଧାନକିଣା

Odisha News: ଆଜିଠାରୁ ଓଡ଼ିଶାରେ ଖରିଫ୍ ଧାନକିଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଗତବର୍ଷ ତୁଳାନରେ ଚଳିତ ବର୍ଷ ସରକାର ଅଧିକ ଧାନ କିଣିବେ ବୋଲି ଟାର୍ଗେଟ୍ ରଖିଛନ୍ତି। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ କହିଛନ୍ତି।

Odisha News: ଆଜିଠୁ ଖରିଫ୍ ଧାନକିଣା

About the Author