Odisha News: ଖୋରଧା ମହୋତ୍ସବ ନବମ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ଡାଲଖାଇ ନୃତ୍ୟ

Odisha News: ଖୋରଧା ମହୋତ୍ସବ ନବମ ସନ୍ଧ୍ୟା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମହୋତ୍ସବର ରଜତ ଜୟନ୍ତୀ ଉଦଯାପନୀ ସମାରୋହ ନବମ ସାନ୍ଧ୍ୟ କାର୍ଯ୍ୟ କ୍ରମରେ ବାବା ବାଲୁଙ୍କେଶ୍ୱର ସଙ୍ଗୀତ ନୃତ୍ୟ ଗ୍ରୁପ ଦ୍ଵାରା ସମ୍ବଲପୁରୀ ଡାଲଖାଇ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ସେହିପରି ସାଇଇନିଂ ଡାନ୍ସ ଗ୍ରୁପ,ମା ବାରୁଣେଶ୍ୱରୀ ଡାନ୍ସ ଗ୍ରୁପ ସିନେ ଅଭିନେତ୍ରୀ ଅନନ୍ୟାଙ୍କ ଆଧୁନିକ ସଙ୍ଗୀତ ନୃତ୍ୟ ମଂଚର ମନୋରଞ୍ଜନ କାର୍ଯ୍ୟକ୍ରମକୁ ବହୁଗୁଣିତ କରିଥିଲା।

Odisha News: ଖୋରଧା ମହୋତ୍ସବ ନବମ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ଡାଲଖାଇ ନୃତ୍ୟ

About the Author