Advertisement
Article Detail0/zeeodisha/odisha2852006
Zee OdishaOdisha StateKnow Your Collector: ଜାଣନ୍ତୁ ଆପଣଙ୍କ ଜିଲ୍ଲାପାଳଙ୍କୁ

Know Your Collector: ଜାଣନ୍ତୁ ଆପଣଙ୍କ ଜିଲ୍ଲାପାଳଙ୍କୁ

ଭୁବନେଶ୍ୱର: ଖୋର୍ଦ୍ଧା ଓ ପୁରୀକୁ ମିଶାଇ ମୋଟ ୧୬ଟି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳାଇଦିଆଯାଇଛି। ବିଗତ ୧ ମାସ ମଧ୍ୟରେ ପୁରୀ ୩ଟି ଜିଲ୍ଲାପାଳ ଦେଖିବାକୁ ପାଇଲାଣି। ରଥଯାତ୍ରା ସମୟରେ ବିବାଦ ଉପୁଜିବାରୁ ତତ୍କାଳୀନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପରିବର୍ତ୍ତେ ଚଞ୍ଚଳ ରଣାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଜରୁରୀକାଳୀନ ଭିତ୍ତ

Know Your Collector: ଜାଣନ୍ତୁ ଆପଣଙ୍କ ଜିଲ୍ଲାପାଳଙ୍କୁ

Know Your Collector: ଭୁବନେଶ୍ୱର: ଖୋର୍ଦ୍ଧା ଓ ପୁରୀକୁ ମିଶାଇ ମୋଟ ୧୬ଟି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳାଇଦିଆଯାଇଛି। ବିଗତ ୧ ମାସ ମଧ୍ୟରେ ପୁରୀ ୩ଟି ଜିଲ୍ଲାପାଳ ଦେଖିବାକୁ ପାଇଲାଣି। ରଥଯାତ୍ରା ସମୟରେ ବିବାଦ ଉପୁଜିବାରୁ ତତ୍କାଳୀନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପରିବର୍ତ୍ତେ ଚଞ୍ଚଳ ରଣାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଜରୁରୀକାଳୀନ ଭିତ୍ତିରେ ଦାୟିତ୍ୱ ଗ୍ରହଣ କରିଥିବା ଚଞ୍ଚଲ ରଣାଙ୍କୁ ପୁନର୍ବାର ବଦଳାଇ ଦିଆଯାଇ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ତାଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି। 

ତେବେ ଜିଲ୍ଲାପାଳଙ୍କ ବଦଳି ପରେ ନଜର ପକାନ୍ତୁ ନୂତନ ଜିଲ୍ଲାପାଳଙ୍କ ତାଲିକା ଉପରେ

ନବରଙ୍ଗପୁର: ଡକ୍ଟର ମହେଶ୍ୱର ସ୍ୱାଇଁ
ଖୋର୍ଦ୍ଧା: ଅମୃତ ଋତୁରାଜ
କେନ୍ଦ୍ରାପଡ଼ା: ରଘୁରାମ ଆର. ଆୟାର
ମାଲକାନଗିରି: ସୋମେଶ ଉପାଧ୍ୟାୟ
ଢେଙ୍କାନାଳ: ଆଶିଷ ଇଶ୍ୱର ପାଟିଲ
ସୁନ୍ଦରଗଡ଼: ଶୁଭଙ୍କର ମହାପାତ୍ର
ଗଞ୍ଜାମ: କୀର୍ତ୍ତି ଭାସନ
କୋରାପୁଟ: ମନୋଜ ମହାଜନ
କନ୍ଧମାଳ: ବେଦଭୂଷଣ
ରାୟଗଡ଼ା: କୁଲକର୍ଣ୍ଣି ଆଶୁତୋଷ
ଗଜପତି: ମଧୁମିତା
ଝାରସୁଗୁଡା: ଚଭନ କୁନାଲ ମୋତିରାମ
ବୌଦ୍ଧ: ବିଭୂତି ଭୂଷଣ ନାୟକ
ସୋନପୁର: ନୃପାରଜ ସାହୁ
ଯାଜପୁର: ଅମ୍ବର କୁମାର କର
ଅନୁଗୋଳ: ଅବ୍ଦଲ ଏମ ଅଖତର
ବାଲେଶ୍ୱର: ରାହୁଲ ଜୈନ
ବଲାଙ୍ଗୀର: ଗୌରବ ଶିବାଜୀ ଇଶାଲ୍ୱାର
ବରଗଡ଼: ଆଦିତ୍ୟ ଗୋଏଲ
ଭଦ୍ରକ: ଦିଲିପ ରାଉତରାୟ
କଟକ: ଦତ୍ତାତ୍ରୟେ ଭାଉସାହେବ ସିନ୍ଦେ
ଦେଓଗଡ଼: କବିନ୍ଦ୍ର କୁମାର ସାହୁ
ଜଗତସିଂହପୁର: ଜେ. ସୋନଲ
କଳାହାଣ୍ଡି: ସଚିନ ପାୱାର
କେନ୍ଦୁଝର: ବିଶାଲ ସିଂହ
ମୟୂରଭଞ୍ଜ: ହେମକାନ୍ତ ସାଏ
ନୟାଗଡ଼: ଅକ୍ଷୟ ସୁନୀଲ ଅଗ୍ରୱାଲ
ନୂଆପଡ଼ା: ମଧୁସୂଦନ ଦାଶ
ରାୟଗଡ଼ା: ପାରୁଲ ପଟୱାରୀ
ସମ୍ବଲପୁର: ସିଦ୍ଧେଶ୍ୱର ବଲିରାମ ବୋନ୍ଦାର

Add Zee News as a Preferred Source
About the Author