ମାଷ୍ଟିକ୍‍ ଆସ୍ଫାଲାଟ କାର୍ଯ୍ୟରେ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ: ଠିକାଦାର ବେଧଡ଼କ

Odisha news: ଯଦିଓ ସାଧାରଣ ପିଚୁ ରାସ୍ତା ଅପେକ୍ଷା ଏଥିରେ ଅଧିକ ଖର୍ଚ୍ଚ ହୁଏ କିନ୍ତୁ ସରକାର ଗତ ଆର୍ଥିକ ବର୍ଷରେ ବଜେଟ୍‍ ଅର୍ଥ ଖର୍ଚ୍ଚ କରିବାକୁ ତ୍ୱରାନ୍ୱିତ କରିବାକୁ ଯାଇ ରାଜଧାନୀର ପ୍ରାୟ ସବୁ ଫ୍ଲାଇଓଭର ଓ ମୁଖ୍ୟ ରାସ୍ତାରେ ଏହିଭଳି ରାସ୍ତା ନିର୍ମାଣ କରିଛନ୍ତି। ଏବେ ଅନେକ ଫ୍ଲାଇ ଓଭରରେ କିନ୍ତୁ କାମ ବନ୍ଦ ପଡ଼ିଛି। ଏମିତି ଅଧା କାମ ହୋଇ ଅବରୋଧ ହୋଇ ରହିଥିବା ଏକ ରାସ୍ତା ହେଉଛି ପୋଖରିପୁଟ ଫ୍ଲାଇଓଭର। ଗଲା ଏପ୍ରିଲ ୯ ତାରିଖରୁ ଏଠାରେ କାମ ବନ୍ଦ ହୋଇ ପଡ଼ିଛି ହେଲେ ନା ସରକାର ନା ଠିକାଦାର କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି।

ମାଷ୍ଟିକ୍‍ ଆସ୍ଫାଲାଟ କାର୍ଯ୍ୟରେ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ: ଠିକାଦାର ବେଧଡ଼କ

About the Author