କଂଗ୍ରେସ ବିଧାୟକଙ୍କ ଚୋରି ଜିନିଷ ଊଦ୍ଧାର ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ କାଡାମ

ଗତ ବିଧାନସଭା ଅଧିବେଶନରେ ଚୋରି ହୋଇଥିବା ଜିନିଷ ପାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପୁନଶ୍ଚ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଆଜି ପତ୍ର ଲେଖିଛନ୍ତି।

କଂଗ୍ରେସ ବିଧାୟକଙ୍କ ଚୋରି ଜିନିଷ ଊଦ୍ଧାର ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ କାଡାମ

About the Author